ଲଞ୍ଜା ତାରା Lan̄jā tārā

  • ଦେ. ବି — (ସଂ. ଲଞ୍ଜ+ତାରା)—(ଏଥିରେ ଲାଞ୍ଜ ପରି ଗୁଡ଼ିଏ ଆଲୋକ ରେଖା ଥିବାରୁ)— ଧୂମକେତୁ — Comet
  • ଦେ. ବି — [ଉ—ସ୍କନ୍ଧେ ମହାଶୂଳ ଲଞ୍ଜାତାରା କି ସେ ନାଶିବାକୁ ବୈରି କୁଳ। ରାଧାନାଥ. ଯଯାତି।]