ଲଞ୍ଜା ତରା Lan̄jātarā

  • ଦେ. ବି—(ସଂ. ଲଞ୍ଜ+ତାରା) — (ଏଥିରେ ଲାଞ୍ଜ ପରି ଗୁଡ଼ିଏ ଆଲୋକ ରେଖା ଥିବାରୁ) ଧୂମକେତୁ — Comet
  • ଦେ. ବି—(ସଂ. ଲଞ୍ଜ+ତାରା) — [ଉ—ସ୍କନ୍ଧେ ମହାଶୂଳ ଲଞ୍ଜାତାରା କି ସେ ନାଶିବାକୁ ବୈରି କୁଳ। ରାଧାନାଥ. ଯଯାତି।]