ଲଜ୍ଜାବାନ୍ Lajjābān

  • ସଂ. ବିଣ. ପୁଂ. (ଲଜ୍ଜାବତ୍ ଶବ୍ଦ, ଲଜ୍ଜା+ଅଛି ଅର୍ଥରେ ବତ୍; 1 ମା. 1 ବ) — ଲଜ୍ଜାଶୀଳ; ଲାଜୁଆ; ଲାଜକୁଳା — Modest; coy; bashful