ଲଜ୍ଜାନମ୍ର Lajjānamra
- ସଂ. ବିଣ ( 3 ୟା ତତ୍; ଲଜ୍ଜା+ଆନତ; ଆନମ୍ର) — ଲଜ୍ଜା ଯୋଗୁଁ ତଳକୁ ପୋତି ହୋଇ ଯାଇଥିବା (ମୁଣ୍ଡ ବା ମୁଖ) — (Head) Downcast or hanging down through shame
- ସଂ. ବିଣ ( 3 ୟା ତତ୍; ଲଜ୍ଜା+ଆନତ; ଆନମ୍ର) — ଲଜ୍ଜା ଯୋଗୁଁ ଯାହାର ମୁହଁ ତଳକୁ ନତ ହୋଇଥାଏ — (a person) With the face downcast through modesty or shame