ଲଜ୍ଜା ନିବାରଣ Lajjā nibāraṇa

  • ସଂ. ବି ( 6 ଷ୍ଠୀ ତତ୍; ଲଜ୍ଜା+ନିବାରଣ) — ଲଜ୍ଜାରୁ ମନୁଷ୍ୟକୁ ରକ୍ଷା କରିବା — The preventing of a person from being ashamed
  • ସଂ. ବିଣ (ଲଜ୍ଜା+ନି+ବୃ ଧାତୁ ଣିଜନ୍ତ+ କର୍ତ୍ତୃ ଅନ) — ଲଜ୍ଜାନିବାରକ (ଦେଖ) — Lajjānibāraka (See)
  • ଦେ. ବି. (କାରଣ, ଏ ଲୁଗା ବୁଣି ଲୋକଙ୍କ ନଗ୍ନତା— ଜନିତ ଲଜ୍ଜାକୁ ନିବାରଣ କରନ୍ତି) — ତନ୍ତୁବାୟ ଜାତିର ଉପାଧିବିଶେଷ — A family title of some weavers