ଲଙ୍ଘେଇବା Laṅṅgheibā

  • ଦେ. କ୍ରି. (ସଂ. ଲଂଘ୍ ଧାତୁ) — ଲଙ୍ଘିବା (ଦେଖ) — Laṅghibā (See)
  • ଦେ. କ୍ରି. (ସଂ. ଲଂଘ୍ ଧାତୁ) — ଳଙ୍ଘିବା କ୍ରିୟାର ଣିଜନ୍ତ ରୂପ; ଅନ୍ୟଦ୍ୱାରା ଲଙ୍ଘନ କ୍ରିୟା କରାଇବା — To cause another to jump, transgress, pass over etc
  • ଦେ. କ୍ରି. (ସଂ. ଲଂଘ୍ ଧାତୁ) — (ଉ—ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ। କବିସୂର୍ଯ୍ୟ. ସଙ୍ଗୀତ।)