ଲଙ୍ଘାଘୋଡ଼ା ପାଇଛା Laṅghāghoṟḍ̠ā pāichhā
- ଦେ. ବି — ଉନ୍ମୁକ୍ତ ଅସିଧାରୀ ଅଶ୍ୱାରୋହୀ ବୀର ପୁରୁଷ — A rider holding a drawn sword
- ଦେ. ବି — (ଲକ୍ଷଣାର୍ଥ) ଯେଉଁ ବ୍ଯକ୍ତିର କେହି ଗଳଗ୍ରହ ନାହିଁ ଓ ଯେ ସର୍ବଦା ଯେ କୌଣସି କର୍ମ କରିବାକୁ ସ୍ୱାଧୀନ ଓ ପ୍ରସ୍ତୁତ — (figurative) A person who is not burdened with encumbrances and who is always ready for action
- ଦେ. ବି — (ଲକ୍ଷଣାର୍ଥ) ଏକାକୀ ଓ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ସ୍ୱାଧୀନ ବ୍ଯକ୍ତି — (figurative) A person who is his own master
- ଦେ. ବି — (ଲକ୍ଷଣାର୍ଥ) ଯେଉଁ ପଥିକ ବା ବ୍ଯକ୍ତିଙ୍କ ସଙ୍ଗେ ଚାକର, ଅନୁଚର ବା ସ୍ତ୍ରୀ, ପରିବାର ବା ସଙ୍ଗୀ ବା ଜିନିଷପତ୍ର ଆଦି କିଛି ନ ଥିବାରୁ ସେ ନିଜ ଇଚ୍ଛାମତେ ବିଚରଣ କରିବାକୁ ସମର୍ଥ — (figurative) A traveller or person who is free to travel, having no encumbrances or retinue or dependant or companion or luggage