ଲଙ୍ଘା ମାରିବା

  • ଦେ. କ୍ରି — ପରସ୍ପରକୁ ଯୋଗ କରିଥିବା ଦୁଇ ଚାଳର ସମକୋଣବିଶିଷ୍ଟ କନ୍ଦିକୁ ନଡ଼ା ବା କୁଟା ଆଦିଦ୍ୱାରା ଘନଭାବରେ ଛପର କରିବା।