ଲଙ୍ଗଡ଼ ମାଡ଼ି ବସିବା Laṅgaḻa māṟḍ̠i basibā

  • ଦେ. କ୍ରି — ବଳଦ ହଳକୁ ଟାଣୁଥିବା ବେଳେ (ଗଭୀର ଚାଷ କରିବା ପାଇଁ) ଲଙ୍ଗଳର ମୁଠା ଉପରେ ବିଶେଷ ଚାପ ପ୍ରୟୋଗ କରିବା) — To press the handle of the plough heavily; to exert one's whole pressure on the plough for deep cultivation