ଲଙ୍ଗିଚୁଡ଼୍ Laṅgichuḍ

  • ବୈଦେ. ବି (ଇଂ.) — (ଭୂଗୋଳ ଓ ବିଜ୍ଞାନ ପରିଭାଷା)— ଦ୍ରାଘିମା; ପୃଥିବୀଗୋଳକରେ କୌଣସି ଦେଶର ଅବସ୍ଥିତିନିର୍ଣ୍ଣୟାର୍ଥ କଳ୍ପିତ କେନ୍ଦ୍ର— ଠାରୁ ପୂର୍ବ ବା ପଶ୍ଚିମଦିଗର ଦୂରତ୍ୱଜ୍ଞାପକ ରେଖା — Longitude
  • ବୈଦେ. ବି (ଇଂ.) — [ଦ୍ର—ଏହା ଡିଗ୍ରୀ, ମିନିଟ ଓ ସେକେଣ୍ଡଦ୍ୱାରା ଲେଖାଯାଏ। ଯଥା—ନିଉୟର୍କ୍ ସହରର ଲଙ୍ଗିଚୁଡ଼ 74 ଡିଗ୍ରୀ ପଶ୍ଚିମ। ନିଉୟର୍କ ସହର ବାଟେ ଯାଇଥିବା ଦ୍ରାଘିମା ରେଖା ଏ ଗ୍ରୀନଉଇଚ୍ କେନ୍ଦ୍ର ଭେଦକରି ଯାଇଥିବା ଦ୍ରାଘିମା ରେଖା ମଧ୍ୟରେ 74 ଡିଗ୍ରୀ ବ୍ଯବଧାନ ଅଛି ଓ ନିଉୟର୍କ୍ ଗ୍ରୀନଉଇଚ୍ର ପଶ୍ଚିମରେ ଅବସ୍ଥିତ।] — [ଦ୍ର—ଏହା ଡିଗ୍ରୀ, ମିନିଟ ଓ ସେକେଣ୍ଡଦ୍ୱାରା ଲେଖାଯାଏ ଯଥା—ନିଉୟର୍କ୍ ସହରର ଲଙ୍ଗିଚୁଡ଼74ଡିଗ୍ରୀ ପଶ୍ଚିମ ନିଉୟର୍କ ସହର ବାଟେ ଯାଇଥିବା ଦ୍ରାଘିମା ରେଖା ଏ ଗ୍ରୀନଉଇଚ୍ କେନ୍ଦ୍ର ଭେଦକରି ଯାଇଥିବା ଦ୍ରାଘିମା ରେଖା ମଧ୍ୟରେ74ଡିଗ୍ରୀ ବ୍ଯବଧାନ ଅଛି ଓ ନିଉୟର୍କ୍ ଗ୍ରୀନଉଇଚ୍ର ପଶ୍ଚିମରେ ଅବସ୍ଥିତ]