ଲଙ୍ଗଳାକୁଣ୍ଢାଇ Laṅgaḻā kuṇḍhāi

  • ଦେ. ବି — ନଗ୍ନ ପୁତ୍ତଳିକା — A naked doll
  • ଦେ. ବି — ସୁବସ୍ତ୍ର ଓ ଅଳଙ୍କାର ବିହୀନ ହୋଇ ଯେଉଁ ବ୍ଯକ୍ତି (ବିଶେଷତଃ ସ୍ତ୍ରୀ) ନଗ୍ନ ପୁତ୍ତଳିକା ପରି ଦିଶୁ ଥାଏ — A person having no ornaments or sufficient dress on the body