ଲଙ୍ଗଳ ସଜ Laṅgaḻa saja

  • ଦେ. ବି (ସଂ. ଲାଙ୍ଗଳ ଓ ସଜ୍ଜା) — ସମସ୍ତ ଅଙ୍ଗ ସମ୍ବଳିତ ଲଙ୍ଗଳ; ଲଙ୍ଗଳର ଆବଶ୍ୟକ ସମୁଦାୟ ଅବୟବ ବା ଉପକରଣ। (ଅର୍ଥାତ ହଳ କରିବା ବେଳେ ଯେପରି ଆଉ କିଛି ଲୋଡ଼ା ନ ହେବ) — A complete set of ploughing implements
  • ଦେ. ବି (ସଂ. ଲାଙ୍ଗଳ ଓ ସଜ୍ଜା) — [ଯୁଆଳି, ମୁଣ୍ଡା, ଫାଳ, କଣ୍ଟି, ଈଷ, ଶଇଳ, ଯୋତ, ଖାଡ଼ିଯୋତ ଇତ୍ୟାଦି; ପ୍ରଧାନତଃ ଲଙ୍ଗଳ ସଜ ତିନୋଟି ଅଂଶରେ ବିଭକ୍ତ ଯଥା— 1 ନିମ୍ନରେ ମୁଣ୍ଡା ଓ ଉପରେ କଣ୍ଟିଯୁକ୍ତ ଲଙ୍ଗଳ; 2 । ଈଷ; 3 । ଯୁଆଳି। ଲଙ୍ଗଳମୁଣ୍ଡାରେ ଘରା ଖୋଳାଯାଇ ତହିଁରେ ଲଙ୍ଗଳଲୁହା ପୂରାଯାଏ। ଲଙ୍ଗଳ ପରିଚାଳନାର୍ଥ ଦୁଇଟି ପଶୁ ଓ ଜଣେ ମନୁଷ୍ୟ ଦରକାର। ଏଥିପାଇଁ ପ୍ରହେଳିକା ଅଛି—" ଠକ ଠକ ଠକ ସା, ତିନି ମୁଣ୍ଡ ଦଶ ଗୋଡ଼, ଦେଖି ଅଇଲି ମଉସା"= ହଳ ବୁଲାଉଥିବା ମନୁଷ୍ୟ ଓ ବଳଦ।] — [ଯୁଆଳି, ମୁଣ୍ଡା, ଫାଳ, କଣ୍ଟି, ଈଷ, ଶଇଳ, ଯୋତ, ଖାଡ଼ିଯୋତ ଇତ୍ୟାଦି; ପ୍ରଧାନତଃ ଲଙ୍ଗଳ ସଜ ତିନୋଟି ଅଂଶରେ ବିଭକ୍ତ ଯଥା—1ନିମ୍ନରେ ମୁଣ୍ଡା ଓ ଉପରେ କଣ୍ଟିଯୁକ୍ତ ଲଙ୍ଗଳ;2 ଈଷ;3 ଯୁଆଳି ଲଙ୍ଗଳମୁଣ୍ଡାରେ ଘରା ଖୋଳାଯାଇ ତହିଁରେ ଲଙ୍ଗଳଲୁହା ପୂରାଯାଏ ଲଙ୍ଗଳ ପରିଚାଳନାର୍ଥ ଦୁଇଟି ପଶୁ ଓ ଜଣେ ମନୁଷ୍ୟ ଦରକାର ଏଥିପାଇଁ ପ୍ରହେଳିକା ଅଛି—" ଠକ ଠକ ଠକ ସା, ତିନି ମୁଣ୍ଡ ଦଶ ଗୋଡ଼, ଦେଖି ଅଇଲି ମଉସା"= ହଳ ବୁଲାଉଥିବା ମନୁଷ୍ୟ ଓ ବଳଦ]