ଲଙ୍ଗଳ ସଗା ହେବା Laṅgaḻa sagā hebā

  • ଦେ. ବି — ଲଙ୍ଗଳର ଦେହରେ ଈଷକୁ ପୂରାଇ ବିପରୀତ ଦିଗରୁ ପିଚିକୀଳା ମାରିବା କୌଶଳରେ ଲଙ୍ଗଳର ପକ୍ଷିର ଭୂମିରେ ଚଟକା ହୋଇ ଘୁଷୁରିବା ଅବସ୍ଥା — The state of the beam being so thrust into the plough blade and regulated with the back pin that the blade will not plough deep
  • ଦେ. ବି — [ଦ୍ର—ଲଙ୍ଗଳ ସଗ(ଗା) ହେଲେ ତଦ୍ଦ୍ୱାରା ବେଶିମାଟି ତାଡ଼ି ହୁଏ ନାହିଁ, କିନ୍ତୁ ତୁଳା ହେଲେ ବେଶିମାଟି ତାଡ଼ି ହୁଏ।]