ଲଙ୍ଗଳ ଯୋଳି Laṅgaḻa j̄oḻi

  • ଦେ. ବି — ଲଙ୍ଗଳ ମୁଣ୍ଡାର ତଳ ଅଂଶରେ ଖୋଳା ହୋଇଥିବା ଘରା ଉପରେ ମରାଯାଇଥିବା ଦୁଇଆଡ଼େ ଅଙ୍କୁଶଯୁକ୍ତ ଲୁହାକଣ୍ଟା। (ଏହି କଣ୍ଟାର ତଳେ ଥିବା ଫାଙ୍କ ବାଟେ ଲଙ୍ଗଳ ମୁଣ୍ଡାରେ ଫାଳକୁ ଗୁଞ୍ଜିବାକୁ ହୁଏ) — The iron hooks put over the groove in the plough blade through which the plough iron is thrust
  • ଦେ. ବି — (ଲଙ୍ଗଳ ଜୁଳୁକି—ଅନ୍ଯରୂପ)