ଲଙ୍ଗଳ ପାହଳ Laṅgaḻa pāhaḻa

  • ଦେ. ବି. (ସଂ. ଲଙ୍ଗଳ+ଫଳା) — ଲଙ୍ଗଳ ମୁଣ୍ଡାର ମଝିରେ ଘରା ହୋଇ ଭର୍ତ୍ତି କରାଯାଇଥିବା ଲୁହାର ତୀକ୍ଷ୍ଣାଗ୍ର ଫଳା — Plough iron; coulter
  • ଦେ. ବି. (ସଂ. ଲଙ୍ଗଳ+ଫଳା) — [ଦ୍ର—ଏହା ମାଟିକୁ ଖୋଳେ।]
  • ଦେ. ବି. (ସଂ. ଲଙ୍ଗଳ+ଫଳା) — ଲଙ୍ଗଳ ପକ୍ଷି (ଦେଖ) — The blade of the plough