ଲଙ୍ଗଳ ପଶା Laṅgaḻa paṡā

  • ଦେ. ବି — ଲଙ୍ଗଳ ଲୁହା — Plough-iron
  • ଦେ. ବି — ଲଙ୍ଗଳ ଲୁହା ଦ୍ୱାରା ପ୍ରହାର — Stroke with a plough iron
  • ଦେ. ବି — [ଦ୍ର—ଏଣେ ଚାଷୁଣୀକି ତେଣେ ଚଷା, କାଞ୍ଜିକି ମାଇଲେ ଲଙ୍ଗଳ ପଶା। କାଞ୍ଜି ଗୀତ।]