ଲଙ୍ଗଳ ତୁଳା ହେବା Laṅgaḻa tulā hebā

  • ଦେ. ବି — ଲଙ୍ଗଳରେ ଈଷକୁ ପୂରାଇ ପଛ ଆଡ଼ୁ ପିଚିକିଳା ମାରିବାର ଏକ ବିଶିଷ୍ଟତା ଯୋଗୁଁ ଲଙ୍ଗଳଫାଳର ତେରଛା ପଣ ଯୋଗୁଁ ଭୂମିକୁ ଗଭୀର କରି ତାଡ଼ିବାର ଅବସ୍ଥା — The state of a plough- blade digging deep into the earth owing to its incline