ଲଙ୍କୋ ପିକା Laṅko pikā

  • ସଂ. ବି— (ବୈଦ୍ଯକ) — ସ୍ପୃକ୍କା; ପିଡ଼ଙ୍ଗ ଶାଗ — A pot herb; Trigonella Corniculata
  • ସଂ. ବି— (ବୈଦ୍ଯକ) — (ସଂ. ନାମ—ସ୍ପୃକା, ଅସୃକ୍, ଦେବୀ, ମରୁନ୍ନାଳା, ଲତା, ଲଘୁ, ସମୁଦ୍ରାନ୍ତ, ବଧୂ, କୋଟି, ବର୍ଷା, ପୃକ୍କା, ପିଶୁନା, କୋଟି ବର୍ଷା, ଲତା ମରୁତ୍, ଲଙ୍କୋଦକ, କୁଟିଳା, ଦେବ— ପୁତ୍ରିକା, ମାଳାଳିକା, ମାଳାନୀ, ଲଘ୍ୱୀ, ପଞ୍ଚଗୁପ୍ତିଭସା, ଲଙ୍କୋଦକ, କୋଟୀ, ସମୁଦ୍ରକାନ୍ତା, ତସ୍କର, ଚୋରକ, ଚଣ୍ଡ, ଲତାମରୁତ, ଦେବପୁତ୍ରୀ, ବ୍ରାହ୍ମଣୀ।)