ଲଙ୍କେଶ୍ୱରୀ Laṅkeṡwarī

  • ସଂ. ବି. ସ୍ତ୍ରୀ (ଲଙ୍କା+ଈଶ୍ୱରୀ) — ରାବଣାଧିଷ୍ଠିତ ଲଙ୍କା ନଗରର ଅଧିଷ୍ଠାତ୍ରୀ ଦେବୀ — The Deity presiding over the mythological city of Laṅkā
  • ସଂ. ବି. ସ୍ତ୍ରୀ (ଲଙ୍କା+ଈଶ୍ୱରୀ) — [ଦ୍ର—ହନୁମାନ୍ ସୀତାଙ୍କୁ ଠାବ କରିବା ପାଇଁ ପ୍ରଚ୍ଛନ୍ନ ରୂପ ଧରି ସନ୍ଧ୍ୟା ବେଳେ ଲଙ୍କାରେ ପ୍ରବେଶ କରିବା ସମୟରେ ତାକୁ ଏ ଠାକୁରାଣୀ ବାଟ ଉଗାଳିଲେ। ତହୁଁ ହନୁମାନ୍ ତାଙ୍କୁ ଚାପୁଡ଼ାଏ ମାରିବାରୁ ସେ ମୂର୍ଚ୍ଛିତା ହେଲେ; ତତ୍ପରେ ସଂଜ୍ଞା ପ୍ରାପ୍ତ ହୋଇ ହନୁମାନଙ୍କୁ ବର ଦେଲେ ଯେ, ତୋ କାର୍ଯ୍ୟ ସିଦ୍ଧ ହେଉ। କେତେକ ପଣ୍ଡିତଙ୍କ ମତରେ ଏ ରାବଣ ଦ୍ୱାରା ଲଙ୍କାପୁରକୁ ଜଗିବାରେ ନିଯୁକ୍ତା ଜଣେ ରାକ୍ଷସୀ ଥିଲେ। ହି. ଶ.]