ଲଙ୍କାଦାହୀ Laṅkādāhī

  • ସଂ. ବି. ପୁଂ. (ଲଙ୍କା+ଦହ୍ ଧାତୁ+କର୍ତ୍ତୃ ଇନ୍, 1 ମା 1 ବ) — ହନୁମାନ — The monkey hero Hanumān
  • ସଂ. ବିଣ. ପୁଂ. — ଲଙ୍କାଦହନକାରୀ — Who set fire to Laṅkā