ଲଙ୍କା ସିଜୁ Laṇkā siju

  • ଦେ. ବି. — ସ୍ନହୀ ଆଦି ବର୍ଗର କ୍ଷୀରୀ ବୃକ୍ଷ ବିଶେଷ; ଖଡ଼ି ସିଝୁ — Euphorbia Tirucalli
  • ଦେ. ବି. — [ଦ୍ର—ଏହା 10।12 ହାତ ଉଚ୍ଚ ହୁଏ। ଗଛରେ କଣ୍ଟା ନ ଥାଏ, ପତ୍ରମାନ ଅତି କ୍ଷୁଦ୍ର ଓ ପରିମାଣରେ ଅଳ୍ପ। ଡାଳଗୁଡ଼ିକ କାଠି ଓ ଆଙ୍ଗୁଳି ପରି ସରୁ। ଲଙ୍କା ସିଝୁ ଏ ଦେଶର ଗଛ ନୁହେଁ; କାରଣ, ବୈଦ୍ଯକ ଆଦି ଶାସ୍ତ୍ରରେ ଯେଉଁ 'ସେହୁଣ୍ଡ', ସିଂହ ତୁଣ୍ଡ, ବଜ୍ରୀ, ବଜ୍ରଦ୍ରୁମ, ସୁଧା, ସମସ୍ତଦୁଗ୍ଧା, ସ୍ନୁକ, ସ୍ନୁହୀ, ତ୍ରିଧାରା ଓ ଗୁଡ଼ା' ଦେଖାଯାଏ, ତାହା ତ୍ରିକଣ୍ଟା ବା ପତ୍ର ସିଝୁ ପ୍ରତି ପ୍ରଯୋଜ୍ୟ ।] — [ଦ୍ର—ଏହା1012ହାତ ଉଚ୍ଚ ହୁଏ ଗଛରେ କଣ୍ଟା ନ ଥାଏ, ପତ୍ରମାନ ଅତି କ୍ଷୁଦ୍ର ଓ ପରିମାଣରେ ଅଳ୍ପ ଡାଳଗୁଡ଼ିକ କାଠି ଓ ଆଙ୍ଗୁଳି ପରି ସରୁ ଲଙ୍କା ସିଝୁ ଏ ଦେଶର ଗଛ ନୁହେଁ; କାରଣ, ବୈଦ୍ଯକ ଆଦି ଶାସ୍ତ୍ରରେ ଯେଉଁ 'ସେହୁଣ୍ଡ', ସିଂହ ତୁଣ୍ଡ, ବଜ୍ରୀ, ବଜ୍ରଦ୍ରୁମ, ସୁଧା, ସମସ୍ତଦୁଗ୍ଧା, ସ୍ନୁକ, ସ୍ନୁହୀ, ତ୍ରିଧାରା ଓ ଗୁଡ଼ା' ଦେଖାଯାଏ, ତାହା ତ୍ରିକଣ୍ଟା ବା ପତ୍ର ସିଝୁ ପ୍ରତି ପ୍ରଯୋଜ୍ୟ ]