ଲଙ୍କମୁଇଁ Laṅka muiñ
- ଦେ. ବି. — ଗୃହର ବାହାରେ ଦ୍ୱାର ନିକଟରେ ଠିଆ ହେବା ଲୋକ ହଠାତ୍ ଘରଭିତର ଯେପରି ଦେଖି ନ ପାରେ, ଏଥିପାଇଁ ଦ୍ୱାରର ସାମନାରେ ଘର ମଧ୍ୟରେ ତିଆରି କରାଯାଇ- ଥିବା ଅଧାକାନ୍ଥ (ଏହା ବାଘମୁହଁ ପରି) — A low wall erected against a door inside the house to prevent an outsider from having a direct view of the inside