ଲଙ୍କ ଲାଟ୍ Laṅka lāṭ

  • ବୈଦେ. ବି (ଇଂ. ଲଙ୍ଗକ୍ଳଥ୍=ଦୀର୍ଘ ବସ୍ତ୍ର) — ଶୁକ୍ଳୀକୃତ ବା ଧୁଲାଇ ହୋଇଥିବା କଳବୁଣା ମାର୍କିନ୍ ଥାନ ଲୁଗା; ନୟନ— କିଲାଟ — Longcloth; mill-made long pieces of bleached cotton fabric