ଲଙ୍କ ନାଥ Laṅka nātha

  • ଦେ. ବି (ସଂ. ଲଙ୍କା ନାଥ) — ଲଙ୍କାର ରାଜା; ରାବଣ — Rābaṇa, the king of Laṅkā
  • ଦେ. ବି (ସଂ. ଲଙ୍କା ନାଥ) — [ଉ—ବଡ଼ କହିଲୁତ ବୋଲେ ଲଙ୍କନାଥ ନୋହୁ ତୁ କିଛି। ଭଞ୍ଜ. ବୈଦେହୀଶବିଳାସ।]