ଲଘୂ କରଣ Laghū karaṇa
- ସଂ. ବି (ଲଘୁ+ଅଦ୍ଭୁତତଦ୍ଭାବେ ଚ୍ୱି+ କରଣ) — ହ୍ରସ୍ୱୀକରଣ; ହ୍ରାସକରଣ — Lessening; diminishing
- ସଂ. ବି (ଲଘୁ+ଅଦ୍ଭୁତତଦ୍ଭାବେ ଚ୍ୱି+ କରଣ) — ହାଲୁକା କରିବା — Lightening
- ସଂ. ବି (ଲଘୁ+ଅଦ୍ଭୁତତଦ୍ଭାବେ ଚ୍ୱି+ କରଣ) — (ଗଣିତ) ନିମ୍ନ— ଶ୍ରେଣୀସ୍ଥ ରାଶିକୁ ଉଚ୍ଚଶ୍ରେଣୀର ରାଶିରେ ପରିଣତ କରିବା — (Arithmetic) The process of reduction of a given number of higher denomination to a lower one and vice versa
- ସଂ. ବି (ଲଘୁ+ଅଦ୍ଭୁତତଦ୍ଭାବେ ଚ୍ୱି+ କରଣ) — [ଯଥା— ପାହୁଲାକୁ ଟଙ୍କା ଅଣା ପ୍ରଭୃତିରେ ପରିଣତ କରିବା ଓ ଟଙ୍କାକୁ ଅଣା ପାହୁଲା ପ୍ରଭୃତିରେ ପରିଣତ କରିବା; ଗଣିତରେ ଏହି ଉଭୟ ପ୍ରକ୍ରିୟାକୁ ଲଘୁକରଣ ବୋଲାଯାଏ।]