ଲଘୁହସ୍ତ Laghuhasta
- ସଂ. ବିଣ. ପୁଂ. (ବହୁବ୍ରୀହି; ଲଘୁ+ହସ୍ତ) — କ୍ଷିପ୍ରହସ୍ତ; ଯେ ଫୂର୍ତ୍ତି ସହିତ ବା ଚଞ୍ଚଳ କୌଣସି କାମ କରେ; ଶୀଘ୍ରକାରୀ; ଅଚିରହସ୍ତ — Prompt; sharp; active
- ସଂ. ବିଣ. ପୁଂ. (ବହୁବ୍ରୀହି; ଲଘୁ+ହସ୍ତ) — ପଟୁ; ଦକ୍ଷ — Expert; skilful; dexterous
- ସଂ. ବିଣ. ପୁଂ. (ବହୁବ୍ରୀହି; ଲଘୁ+ହସ୍ତ) — ଯେଉଁ ବ୍ଯକ୍ତି ଚଞ୍ଚଳ ବାଂରବାଂର ବାଣ ବା ଶର ଚଳାଇ ପାରେ — Skilful in archery or shooting
- ସଂ. ବି. ପୁଂ. — କ୍ଷିପ୍ରହସ୍ତ ଧନୁର୍ଦ୍ଧର — An expert archer (Apte)