ଲଘୁପାକ Laghupāka

  • ସଂ. ବି (ଲଘୁ+ପାକ)—(କର୍ମଧା) — ଅଳ୍ପ ଜାଳ ଦେଇ ସିଝାଇବା — Cooking over a light fire
  • ସଂ. ବିଣ (ବହୁବ୍ରୀହି) — ଯେଉଁ ଖାଦ୍ୟ ଶୀଘ୍ର ଜୀର୍ଣ୍ଣ ହୁଏ; ସହଜପାଚ୍ୟ — Easily digestible (food); easy of digestion