ଲଘୁଧାନ Laghu dhāna
- ଦେ. ବି (ଲଘୁ+ଧାନ୍ୟ) — ଶାରଦଧାନ୍ୟ ବିଶେଷ — A species of winter paddy which ripens early
- ଦେ. ବି (ଲଘୁ+ଧାନ୍ୟ) — [ଦ୍ର—ଏହା ଢିପ ଜମିରେ ହୁଏ ଓ ଅନ୍ଯ ଧାନ (ବଡ଼ ଧାନ) ଅପେକ୍ଷା ଚଞ୍ଚଳ ପାଚେ ଓ ପୌଷ ମାସ ପୂର୍ବରୁ କଟାଯାଏ। ଯଥା— ମୋଟରା, ସହରା, କଖାରୁଆ, ସରୁଚିନାମାଳି, ବରପଙ୍କ। ବଡ଼ ଧାନ; ଯଥା—ମକରା, ବୋଇତାଳପଖିଆ, ଗୁଆପେଣ୍ଡି, ବିରି- ବୋତି, ଖସାଗୁଣ୍ଡି, କଳାଜିରୀ, ନାଲିଟୁକୁରୀ, ମହୁମାଛି, ମାଛକଣ୍ଟା ଇତ୍ୟାଦି। ପାଣିଧାନ ଯଥା—, ଜମ୍ବୁଦ୍ୱୀପ, ରମେଜାଇ, ଗୋଡ଼ା।]