ଲଘୁତ୍ରିପଦୀ Laghutripadī

  • ଦେ. ବି — ଛନ୍ଦୋବିଶେଷ — A triplet; consisting of 20 letters distributed in 3 lines
  • ଦେ. ବି — [ଦ୍ର—ଏହାର ପ୍ରତ୍ୟେକ ଶ୍ଳୋକରେ ତିନି ଗୋଟି ଚରଣ ଥାଏ। ପ୍ରଥମ ଦୁଇ ଚରଣରେ ଛଅଟି ଲେଖାଏଁ ଅକ୍ଷର ଓ ଶେଷ ଚରଣରେ ଆଠୋଟି ଅକ୍ଷର ଥାଏ।]