ଲଘୁଚ୍ଛନ୍ଦ Laghuchchhanda

  • ସଂ. ବି (ଲଘୁ+ଛନ୍ଦ; ସନ୍ଧି ଯୋଗୁଁ ଛର ଦ୍ୱିତ୍ୱ) — ସରଳ ବା ସହଜରେ ଉଚ୍ଚାର୍ଯ୍ୟ ଛନ୍ଦ — An easy cadence; a short measure or metre