ଲଘୁକର୍ଣ୍ଣୀ Laghukarṇṇī
- ସଂ. ବି—(ବୈଦ୍ଯକ) — ଔଷଧରେ ବ୍ଯବହୃତ ଗୁଲ ବିଶେଷ — Clematis Ariloba (Kirtikar); a medicinal plant
- ସଂ. ବି—(ବୈଦ୍ଯକ) — [ଦ୍ର—ଏହି ଗୁଳ୍ମ ଦାକ୍ଷିଣାତ୍ୟରେ ଜନ୍ମେ; ଖୁବ୍ ଝାମ୍ପୁଡ଼ା ଓ ବିସ୍ତୃତ। ଏହା ଜ୍ୱର, ନେତ୍ର ରୋଗ, ରକ୍ତ ଦୋଷ ଓ କୁଷ୍ଠ ରୋଗର ଔଷଧ ଓ ବିରେଚକ।]
- ସଂ. ବି—(ବୈଦ୍ଯକ) — ମୂର୍ବ୍ବା (ହି. ଶ.) — Sansvieria Zeylanica (plant)