ଲଘୁ ସ୍ୱର Laghu swara

  • ସଂ. ବି—(କର୍ମଧା; ଲଘୁ+ସ୍ୱର) — ହ୍ରସ୍ୱ ସ୍ୱର; ଯେଉଁ ସ୍ୱରର ଉଚ୍ଚାରଣ କାଳ ଅଳ୍ପ — Short vowel
  • ସଂ. ବି—(କର୍ମଧା; ଲଘୁ+ସ୍ୱର) — [ଦ୍ର—ଯଥା—ଅ, ଇ, ଉ, ଋ।]
  • ସଂ. ବି—(କର୍ମଧା; ଲଘୁ+ସ୍ୱର) — ମୃଦୁ ସ୍ୱର — Low or mild tone
  • ସଂ. ବି—(କର୍ମଧା; ଲଘୁ+ସ୍ୱର) — କ୍ଷୀଣ ଗଳାର ଶବ୍ଦ — Weak voice
  • ସଂ. ବିଣ. ପୁଂ.— — ମୃଦୁ ସ୍ୱର ବିଶିଷ୍ଟ — Of mild or soft tone