ଲଘୁ ସିଦ୍ଧାନ୍ତ କୌମୁଦୀ Laghu siddhānta ka̲u̲mudī
- ସଂ. ବି — ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ବିଶେଷ; ଲଘୁ କୈମୁଦୀ — Name of a grammatical work in Sanskrit
- ସଂ. ବି — [ଦ୍ର—ଏହା ଭଟ୍ଟୋଜୀ ଦୀକ୍ଷିତଙ୍କ ସିଦ୍ଧାନ୍ତ କୌମୁଦୀ ନାମକ ପ୍ରକାଣ୍ଡ ସଂସ୍କୃତ ବ୍ୟାକରଣର ବରଦରାଜ ଭଟ୍ଟାଚାର୍ଯ୍ୟଙ୍କ ସଙ୍କଳିତ ସଂକ୍ଷିପ୍ତ ସଂସ୍କରଣ।]