ଲଘୁ ଶଙ୍କା Laghu ṡaṅkā

  • ସଂ. ବି—(ପଣ୍ଡିତିଆ ପ୍ରୟୋଗ) — ମୂତ୍ରୋତ୍ସର୍ଗ (ହି. ଶ.) — Urination; passing water
  • ସଂ. ବି—(ପଣ୍ଡିତିଆ ପ୍ରୟୋଗ) — ପ୍ରସ୍ରାବବେଗ ବୋଧ ହେବା; ମୂତ ମାଡ଼ିବା — Inclination or tendency to pass urine