ଲଘୁ ମୂଲ୍ୟ Laghu mūlya

  • ସଂ. ବି. (ଲଘୁ+ମୂଲ୍ୟ) — (କର୍ମଧା) ସ୍ୱଳ୍ପ ମୂଲ୍ୟ; ଅଳ୍ପ ଦାମ — Small price; low price
  • ସଂ. ବି. (ଲଘୁ+ମୂଲ୍ୟ) — ଶସ୍ତା ଦର — Cheap rate
  • ସଂ. ବିଣ. (ବହୁବ୍ରୀହି) — ଯହିଁର ମୂଲ୍ୟ କମ୍; ଶସ୍ତା — Cheap