ଲଘୁ ଭୋଜୀ Laghu bhojī
- ସଂ. ବିଣ. ପୁଂ. (ଲଘୁ+ଭୋଜିନ୍) — ପରିମିତାହାରୀ — Sparing in diet; temperate in diet
- ସଂ. ବିଣ. ପୁଂ. (ଲଘୁ+ଭୋଜିନ୍) — ଯେ ଅଳ୍ପ ମାତ୍ର ଖାଦ୍ୟ ଖାଏ — Eating very little quantity of food
- ସଂ. ବିଣ. ପୁଂ. (ଲଘୁ+ଭୋଜିନ୍) — ଯେ ଲଘୁପାକ ଦ୍ରବ୍ୟ ଖାଏ — Taking easily digestible or light food