ଲଘୁ ବେଧୀ Laghu bedhī

  • ସଂ. ବିଣ. ପୁଂ. (ଲଘୁ+ବିଧ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ଠିକ୍ ମତେ ବା ଅନାୟାସରେ ନିଶାଣକୁ ଭେଦ କରି ପାରେ — Making a clever and easy hit at a target. (Apte)