ଲଘୁ ବ୍ୟୟ Laghu byaya

  • ସଂ. ବି. (କର୍ମଧା, ଲଘୁ+ବ୍ଯୟ) — ଅଳ୍ପ ଖରଚ — Small expense
  • ସଂ. ବି. (କର୍ମଧା, ଲଘୁ+ବ୍ଯୟ) — ପରିମିତ ବ୍ଯୟ — Economy
  • ସଂ. ବିଣ. ପୁଂ. — ପରିମିତ ବ୍ଯୟୀ — Frugal