ଲଘୁ ବୃତ୍ତି Laghu bṛutti
- ସଂ. ବି. (କର୍ମଧା; ଲଘୁ+ବୃତ୍ତି) — ନୀଚ କର୍ମ — Mean work
- ସଂ. ବି. (କର୍ମଧା; ଲଘୁ+ବୃତ୍ତି) — ନୀଚ ବ୍ଯବସାୟ — Low profession
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି) — ଯାହାର ବ୍ଯବସାୟ ନୀଚ ଅଟେ — Of low profession
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି) — ଯାହାର ବ୍ଯବହାର ନୀଚ ଅଟେ — Ill-behaved; low; vile (Apte)
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି) — ଅବି— ବେଚକ (ବ୍ଯକ୍ତି) — Frivolous (Apte)
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି) — ମନ୍ଦ ରୂପେ ପରିଚାଳିତ (କର୍ମ) — Mismanaged (Apte)