ଲଘୁ ବର୍ଣ୍ଣ Laghu barṇṇa

  • ସଂ. ବି (କର୍ମଧା; ଲଘୁ+ବର୍ଣ୍ଣ) — ଯେଉଁ ବର୍ଣ୍ଣର ଉଚ୍ଚାରଣ କାଳ ଅଳ୍ପ — Short letter