ଲଘୁ ଦଣ୍ଡ Laghu daṇḍa

  • ସଂ. ବି (କର୍ମଧା; ଲଘୁ+ଦଣ୍ଡ) — ସାମାନ୍ୟ ଦଣ୍ଡ; ଅଳ୍ପ ଶାସ୍ତି — Light punishment
  • ସଂ. ବି (କର୍ମଧା; ଲଘୁ+ଦଣ୍ଡ) — ଛୋଟ ଯଷ୍ଟି — Small stick