ଲଘୁ ଚତୁଷ୍ପଦୀ Laghu chatushpadī
- ଦେ. ବି — ଚୋଖିରାଗ; 29 ଅକ୍ଷରଯୁକ୍ତ ଛନ୍ଦୋବିଶେଷ; — ଚୋଖିରାଗ;29ଅକ୍ଷରଯୁକ୍ତ ଛନ୍ଦୋବିଶେଷ;— A kind of metre, having 29 letters
- ଦେ. ବି — [ଦ୍ର—ଏହାର ପ୍ରତ୍ୟେକ ଶ୍ଳୋକରେ ଚାରିଗୋଟି ଚରଣ ବା ପାଦ ଥାଏ। ପ୍ରଥମ ଦ୍ୱିତୀୟ ଓ ତୃତୀୟ ଚରଣରେ ଆଠଟି ଲେଖାଏଁ ବର୍ଣ୍ଣ ଓ ଶେଷ ଚରଣରେ ପାଞ୍ଚଟି ବର୍ଣ୍ଣ ଥାଏ।]