ଲଘୁ ଗମନ Laghu gamana

  • ସଂ. ବି—(କର୍ମଧା, ଲଘୁ+ଗମନ) — ଦ୍ରୁତଗତି; ବେଗଯୁକ୍ତ ଚାଲି — Swift motion
  • ସଂ. ବିଣ.—ଶୀଘ୍ରଗାମୀ; (ବହୁବ୍ରୀହି; ଲଘୁ+ଗମନ) — ଦ୍ରୁତଗତି ବିଶିଷ୍ଟ — Swift-footed; swift