ଲଘୁ କ୍ରିୟା Laghu kriyā

  • ସଂ. ବି — ପ୍ରସ୍ରାବ କରିବା — Making water; pissing
  • ସଂ. ବି — ସାମାନ୍ୟ ଫଳଯୁକ୍ତ କାର୍ଯ୍ୟ — Insignificant act; act of no consequence
  • ସଂ. ବି — [ଉ—ବହ୍ୱାରମ୍ଭ ଲଘୁ କ୍ରିୟା।]
  • ସଂ. ବି — ସାମାନ୍ୟ ଆୟାସମାଧ୍ୟ କର୍ମ — Light work