ଲଘୁ କ୍ରମ Laghu krama

  • ସଂ. ବି. (କମର୍ଧା) — ଦ୍ରୁତଗତି; ଜଲ୍ଦି ଜଲ୍ଦି ଚାଲିବା କ୍ରିୟା (ହି. ଶ.) — Swift steps; swift motion
  • ସଂ. ବିଣ. ପୁଂ.—(ବହୁବ୍ରୀହି) — ଦ୍ରୁତଗତି ବିଶିଷ୍ଟ — Swift