ଲଘୁ କୌମୁଦୀ Laghu ka̲u̲mudi
- ସଂ. ବି — ଲଘୁ ସିଦ୍ଧାନ୍ତ କୌମୁଦୀ; ସଂସ୍କୃତ ବ୍ୟାକରଣ ଗ୍ରନ୍ଥର ନାମ — Name of grammatical work in Sanscrit
- ସଂ. ବି — [ଦ୍ର—ଏହା ବିରଦରାଜ ଭଟ୍ଟାଚାର୍ଯ୍ୟ ସଂକଳିତ; ଏହା ଭଟ୍ଟୋଜୀ ଦୀକ୍ଷିତଙ୍କ ସଙ୍କଳିତ ସିଦ୍ଧାନ୍ତ କୌମୁଦୀର ସଂକ୍ଷିପ୍ତ ସଂସ୍କରଣ। ସିଦ୍ଧାନ୍ତ କୌମୁଦୀ ପାଣିନିଙ୍କ ବ୍ୟାକରଣ ସୂତ୍ରର ବ୍ୟାଖ୍ୟା ଅଟେ।]