ଲଘୁ କାୟ Laghu kāya
- ସଂ. ବି. (କର୍ମଧା; ଲଘୁ+କାୟ) — କ୍ଷୁଦ୍ର ଦେହ; ଖର୍ବ ଶରୀର — Short body
- ସଂ. ବି. (କର୍ମଧା; ଲଘୁ+କାୟ) — (ବହୁବ୍ରୀହି ଲଘୁ+କାୟ) ଛେଳି; ଛାଗଳ — The goat
- ସଂ. ବିଣ. ପୁଂ. — ଖର୍ବ ଶରୀର ବିଶିଷ୍ଟ — Dwarfish; of small body or stature
- ସଂ. ବିଣ. ପୁଂ. — ପତଳା ଦେହ ବିଶିଷ୍ଟ — Thin-bodied; lean