ଲଗ୍ନ ଭ୍ରଂଶ Lagna bhraṁṡa

  • ସଂ. ବି ( 6 ଷ୍ଠୀ ତତ୍; ଲଗ୍ନ+ଭ୍ରଂଶ) — ବିବାହାଦି ପାଇଁ ନିର୍ଦ୍ଧାରିତ ଲଗ୍ନର ବେଳା ଅତିକ୍ରାନ୍ତ ହୋଇଯିବା — The passing away of the moment fixed for a marriage