ଲଗ୍ନ ପାଦ Lagna pāda

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଲିପ୍ତପାଦ; ଯେଉଁ ଜୀବଙ୍କର ପାଦର ଆଙ୍ଗୁଠିମାନ ଏକାଠେଇଁ ଲାଗିଥାଏ; ଜାଲପାଦ — Webfooted