ଲଗ୍ନ ପତ୍ର Lagna patra
- ସଂ. ବି—(ମ. ପ. ଲୋ; ଲଗ୍ନ ନିରୂପକ ପତ୍ର) — ବିବାହପୂର୍ବରୁ ବର ଓ କନ୍ଯା ପକ୍ଷୀୟ ବ୍ଯକ୍ତିମାନଙ୍କ ଉପସ୍ଥିତିରେ ଜ୍ୟୋତିଷ ଗଣନାମତେ ନିର୍ଦ୍ଧାରିତ ବିବାହର ଶୁଭମୁହୂର୍ତ୍ତ ବା ଲଗ୍ନ ଜ୍ଞାପକପତ୍ର — A paper setting forth the moment fixed for the performance of the marriage rite